ଅର୍ଥ : ଯିଏ ପ୍ରସନ୍ନ ନୁହେଁ
							ଉଦାହରଣ : 
							ରାମର ଆଚରଣରେ ଗୁରୁଜୀ ଅପ୍ରସନ୍ନ ଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
Not pleased. Experiencing or manifesting displeasure.
displeasedଅର୍ଥ : ଖରାପ ଭାବରେ
							ଉଦାହରଣ : 
							ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ
							
ସମକକ୍ଷ : ବିରୋଧୀ, ଶତ୍ରୁଭାବାପନ୍ନ
ଅନ୍ୟ ଭାଷାରେ ଅନୁବାଦ :