ଅର୍ଥ : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?
							
ସମକକ୍ଷ : ଅରାଜି, ଅସନ୍ତୁଷ୍ଟତା, କ୍ଷୁଣ୍ଣତା, ରୁଷ୍ଟତା
ଅନ୍ୟ ଭାଷାରେ ଅନୁବାଦ :
The feeling of being displeased or annoyed or dissatisfied with someone or something.
displeasureଅର୍ଥ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
							ଉଦାହରଣ : 
							ସେ ଭାରି ଉଦାସ ଦେଖାଯାଉଛି
							
ସମକକ୍ଷ : ଅନ୍ୟମନସ୍କତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
ଅନ୍ୟ ଭାଷାରେ ଅନୁବାଦ :
उदास होने की अवस्था या भाव।
उसके चेहरे पर उदासी छायी हुई थी।ଅର୍ଥ : ବିମୁଖ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
							
ସମକକ୍ଷ : ପ୍ରତିକୂଳତା, ବିମୁଖତା, ସ୍ପୃହାହୀନତା
ଅନ୍ୟ ଭାଷାରେ ଅନୁବାଦ :
The trait of lacking enthusiasm for or interest in things generally.
apathy, indifference, numbness, spiritlessness