ଅର୍ଥ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
							ଉଦାହରଣ : 
							ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।ଅର୍ଥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
							ଉଦାହରଣ : 
							ବଳକା ଖାଇବା ଘୋଡ଼େଇକି ରଖିଦିଅ
							
ଅନ୍ୟ ଭାଷାରେ ଅନୁବାଦ :