ଅର୍ଥ : ଯେ ବିବେକୀ ନୁହେଁ ବା ଯାହାର ଭଲ ଖରାପର ଜ୍ଞାନ ନାହିଁ
							ଉଦାହରଣ : 
							ଅବିବେକୀ କଂସ ଭଗବାନ କୃଷ୍ଣଙ୍କୁ ମାରିବାକୁ ଅନେକ ପ୍ରୟାସକଲା ମାତ୍ର ସଫଳ ହୋଇପାରିଲା ନାହିଁ
							
ସମକକ୍ଷ : ଅଜ୍ଞାନୀ, ଅବିବେକୀ, ଅବୋଧ, ବିବେକହୀନ
ଅନ୍ୟ ଭାଷାରେ ଅନୁବାଦ :
Lacking sense or discretion.
His rattlebrained crackpot ideas.