ଅର୍ଥ : ଯାହା ବେଦର ଅନୁକୂଳ ନୁହେଁ ବା ବିରୋଧ ହୋଇଥାଏ
							ଉଦାହରଣ : 
							ଆଜିକାଲିର ଲୋକଙ୍କ ମଧ୍ୟରେ ଅବୈଦିକ ଋଜ୍ଞାନ ଅଧିକ ଦେଖିବାକୁ ମିଳେ
							
ସମକକ୍ଷ : ବେଦ-ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
जो वेदों के अनुकूल न हो या विरुद्ध हो।
आजकल के लोगों में अवैदिक रुझान अधिक दिखाई पड़ता है।