ଅର୍ଥ : ଯାହା ସ୍ପଷ୍ଟ ନୁହେଁ
							ଉଦାହରଣ : 
							ବାଳକଟି ଅସ୍ପଷ୍ଟ ଭାଷାରେ କିଛି କହୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ୟକ୍ତ ବା ପ୍ରକଟ ନୁହେଁ
							ଉଦାହରଣ : 
							ଅବ୍ୟକ୍ତ ଭାବକୁ କେବଳ କଳ୍ପନା କରାଯାଇପାରେ
							
ସମକକ୍ଷ : ଅପ୍ରକଟିତ
ଅନ୍ୟ ଭାଷାରେ ଅନୁବାଦ :
Not made explicit.
The unexpressed terms of the agreement.