ଅର୍ଥ : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
							ଉଦାହରଣ : 
							ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
							
ଅନ୍ୟ ଭାଷାରେ ଅନୁବାଦ :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।ଅର୍ଥ : ଅଭିନୟ କରିବା ବା ସୁଆଙ୍ଗ ଦେଖାଉଥିବା ପୁରୁଷ
							ଉଦାହରଣ : 
							ସେ ଜଣେ କୁଶଳ ଅଭିନେତା
							
ଅନ୍ୟ ଭାଷାରେ ଅନୁବାଦ :