ଅର୍ଥ : ଗୋଟିଏ ବିଶେଷ କାର୍ଯ୍ୟରେ ଯାତ୍ରାର ସୁବିଧା ନେଉଥିବା ଲୋକ ଆଦିଙ୍କ ଗୋଟିଏ ସଂଗଠିତ ଦଳ
							ଉଦାହରଣ : 
							ଜହ୍ନକୁ  ଗୋଟିଏ ଅଭିଯାନ ଦଳ ଗଲା
							
ସମକକ୍ଷ : ଅଭିଯାନ
ଅନ୍ୟ ଭାଷାରେ ଅନୁବାଦ :
An organized group of people undertaking a journey for a particular purpose.
An expedition was sent to explore Mars.