ଅର୍ଥ : କୌଣସି ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ବା କୌଣସି ବ୍ୟକ୍ତିକୁ ପଳାୟନ କରିବା ଆଦିରୁ ରୋକିବାପାଇଁ ନିଜ ଅଧିକାର ବା ସୁରକ୍ଷାରେ ନେଇ ରଖିବା ପ୍ରକ୍ରିୟା ବା ଭାବ
						 
						 
					
							ଉଦାହରଣ : 
							ଭରତ ଶାହଙ୍କୁ ତିନି ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖା ଯାଇଥିଲା
							
					
							ସମକକ୍ଷ : 
							ଜିମା, ନିରାପତ୍ତା, ହେପାଜତ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												किसी संपत्ति को रक्षित रखने के लिए अथवा किसी व्यक्ति को भागने आदि से रोकने के लिए अपने अधिकार या रक्षा में लेकर रखने की क्रिया या भाव।
												भरत शाह को तीन महीने तक पुलिस अभिरक्षा में रखा गया था।
														
													अभिरक्षण, 
अभिरक्षा, 
अमीनी