ଅର୍ଥ : ଯାହା ସହିତ ଶତ୍ରୁତା ଅଛି
							ଉଦାହରଣ : 
							ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
							
ଅନ୍ୟ ଭାଷାରେ ଅନୁବାଦ :
वह जिससे शत्रुता या वैर हो।
शत्रु और आग को कभी कमजोर नहीं समझना चाहिए।ଅର୍ଥ : କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ଆଦି ମନୁଷ୍ୟର ଛଅଟି ଶତ୍ରୁ
							ଉଦାହରଣ : 
							ଅରାତି ଉପରେ ବିଜୟ ଲାଭ କଲେ ହିଁ ମନୁଷ୍ୟ ଠିକ ଅର୍ଥରେ ଭଗବତ ପ୍ରେମ କରିପାରିବ
							
ସମକକ୍ଷ : ଅରାତି
ଅନ୍ୟ ଭାଷାରେ ଅନୁବାଦ :