ଅର୍ଥ : ଯାହା କେବଳ ସଜେଇବା ଉଦ୍ଦେଶ୍ୟରେ କରାଯାଇଥାଏ ବା ସଜା ହୋଇଥିବା ଉପରେ ତାର କୌଣସି ଉପଯୋଗୀ ଉଦ୍ଦେଶ୍ୟ ନଥାଏ
							ଉଦାହରଣ : 
							ଏହି କାରର ସାଜ୍ଜସଜ୍ଜା ଢାଞ୍ଚା ଅତି ଭଲ ନୁହେଁ
							
ସମକକ୍ଷ : ଅଳଙ୍କାରିତା, ସାଜ୍ଜସଜ୍ଜା
ଅନ୍ୟ ଭାଷାରେ ଅନୁବାଦ :
Serving an esthetic rather than a useful purpose.
Cosmetic fenders on cars.