ଅର୍ଥ : ମନୁଷ୍ୟ ନିର୍ମିତ ଏକ ବସ୍ତୁ ଯାହା ଧାରଣ କରିବାଦ୍ୱାରା କାହାରି ଶୋଭା ବଢ଼ିଥାଏ
							ଉଦାହରଣ : 
							ପ୍ରତ୍ୟେକ ନାରୀ ଗହଣାଗାଣ୍ଠି ପ୍ରିୟ ହୋଇଥାନ୍ତି
							
ସମକକ୍ଷ : ଆଭରଣ, ଆଭୂଷଣ, ଗହଣାଗାଣ୍ଠି, ଭୂଷଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାହିତ୍ୟରେ ବର୍ଣ୍ଣନା କରିବାର ସେହି ରୀତି ଯେଉଁଥିରେ ଚମତ୍କାର ଓ ରୋଚକତା ଆସେ
							ଉଦାହରଣ : 
							ଅଳଙ୍କାର ଦୁଇ ପ୍ରକାର ହୋଇଥାଏ,ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର
							
ସମକକ୍ଷ : ଅଳଂକାର
ଅନ୍ୟ ଭାଷାରେ ଅନୁବାଦ :