ଅର୍ଥ : ଅଶ୍ୱାରୋହୀସେନାଙ୍କ ଅଧିକାରୀ
							ଉଦାହରଣ : 
							ବଳୀ ଶାହା ଜଣେ ଶ୍ରେଷ୍ଠ ଅଶ୍ୱାଧ୍ୟକ୍ଷ ଥିଲେ
							
ସମକକ୍ଷ : ଅଶ୍ୱାଧ୍ୟକ୍ଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଦ୍ରଦେଶର ଜଣେ ଧର୍ମପରାୟଣ ରାଜା
							ଉଦାହରଣ : 
							ଅଶ୍ୱପତି ସାବିତ୍ରୀଙ୍କ ପିତା ଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : କୈକୟଦେଶର ରାଜକୁମାରଙ୍କ ଉପାଧି
							ଉଦାହରଣ : 
							ରାଜକୁମାରଙ୍କୁ ଅଶ୍ୱପତି ଉପାଧିରେ ସମ୍ମାନିତ କରାଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘୋଡ଼ା ମାଲିକ
							ଉଦାହରଣ : 
							ଅଶ୍ୱପତିଙ୍କପାଖରେ ପଚାଶଟି ଘୋଡ଼ା ଅଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭରତଙ୍କ ମାମୁଁ
							ଉଦାହରଣ : 
							ଅଶ୍ୱପତିଙ୍କ ଉଲ୍ଲେଖ ରାମାୟଣରେ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being