ଅର୍ଥ : ଯାହାକୁ ଠିକ୍ ଢଂଗରେ କାମ କରିବା ଆସେନାହିଁ
							ଉଦାହରଣ : 
							ତୁମେ ଅସଭ୍ୟ ଲୋକଭଳି କାହିଁକି କାମ କରୁଛ?
							
ଅନ୍ୟ ଭାଷାରେ ଅନୁବାଦ :
Showing lack of skill or aptitude.
A bungling workman.ଅର୍ଥ : ଯେ ସଭ୍ୟ ନୁହେଁ
							ଉଦାହରଣ : 
							ତୁମେ ଅସଭ୍ୟ ବ୍ୟକ୍ତିଙ୍କ ପରି କାହିଁକି ରହିଛ  ସେ ଅଶିଷ୍ଟ କଥା କହୁଛି
							
ସମକକ୍ଷ : ଅଂସସ୍କୃତ, ଅଶିଷ୍ଟ, ଅଶ୍ଳୀଳ, ଅସାଧୁ, ରୁକ୍ଷ, ରୂଢ଼, ଶିଷ୍ଟାଚାରହୀନ, ସଂସ୍କାରହୀନ
ଅନ୍ୟ ଭାଷାରେ ଅନୁବାଦ :
जो शिष्ट (भला व्यक्ति या सज्जन) न हो।
तुम असभ्य व्यक्ति की तरह क्यों रहते हो?