ଅର୍ଥ : କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ବା ଅଧା ରହିବାର ଅବସ୍ଥା
							ଉଦାହରଣ : 
							ଏହି କାର୍ଯ୍ୟର ଅସମ୍ପୂର୍ଣ୍ଣତା କାରଣରୁ ଅନ୍ୟ କାର୍ଯ୍ୟ ପ୍ରଭାବିତ ହେଉଛି
							
ସମକକ୍ଷ : ଅସମ୍ପୂର୍ଣ୍ଣତା
ଅନ୍ୟ ଭାଷାରେ ଅନୁବାଦ :
The state of being crude and incomplete and imperfect.
The study was criticized for incompleteness of data but it stimulated further research.ଅର୍ଥ : ସମାପ୍ତ ବା ଶେଷ ନହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଧନର ଅପର୍ଯ୍ୟାପ୍ତତା ପରେ ବି ଲାଳସା ଗଲା ନାହିଁ
							
ସମକକ୍ଷ : ଅପର୍ଯ୍ୟାପ୍ତତା
ଅନ୍ୟ ଭାଷାରେ ଅନୁବାଦ :