ଅର୍ଥ : ରୁଗ୍ଣ ବା ଅସୁସ୍ଥ ହେବାର ଅବସ୍ଥା ବା ଆରୋଗ୍ୟର ଅଭାବ
							ଉଦାହରଣ : 
							ଅସୁସ୍ଥତା ତାର ବଞ୍ଚିବାକୁ ଦୁର୍ଭାର କରିଦେଲାଣି
							
ସମକକ୍ଷ : ରୁଗ୍ଣତା, ରୋଗଗ୍ରସ୍ତତା
ଅନ୍ୟ ଭାଷାରେ ଅନୁବାଦ :
रुग्ण या अस्वस्थ होने की अवस्था या आरोग्य का अभाव।
रुग्णता ने उनका जीना दुर्भर कर दिया है।