ଅର୍ଥ : ନାଟକରେ ଅଭିନୟର ଚାରିଭେଦ ମଧ୍ୟରୁ ଗୋଟିଏ
							ଉଦାହରଣ : 
							ନାୟିକା ଆଙ୍ଗିକ ଅଭିନୟରେ ଧୂରନ୍ଦର
							
ସମକକ୍ଷ : ଆଂଗିକ
ଅନ୍ୟ ଭାଷାରେ ଅନୁବାଦ :
नाटक के अभिनय के चार भेदों में से एक।
नायिका आंगिक में माहिर है।ଅର୍ଥ : ରସରେ କାୟିକ ଅନୁଭାବ
							ଉଦାହରଣ : 
							ଉପହାର ପ୍ରଦାନରୁ ଆଙ୍ଗିକ ସମ୍ବନ୍ଧରେ ଘନିଷ୍ଠତା ବଢ଼େ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଅଙ୍ଗସହ ସମ୍ବନ୍ଧିତ
							ଉଦାହରଣ : 
							ନାୟକ ନିଜର ଆଙ୍ଗିକ ଚାଳନାରେ  ନିଜର ଭାବବ୍ୟକ୍ତ କରିଥାଏ
							
ସମକକ୍ଷ : ଅଙ୍ଗସମ୍ବନ୍ଧୀ, ଆଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
जो अंग से संबंधित हो।
नायक अपनी आंगिक चेष्टाओं से अपने भाव व्यक्त करता है।