ଅର୍ଥ : ଅପରିମିତ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଆକାଶର ଆପରିମିତତା ବିଷୟରେ ଆମ ସମସ୍ତଙ୍କୁ ସ୍ପଷ୍ଟ   ଭାବେ ଜଣା
							
ସମକକ୍ଷ : ଅମିତତା
ଅନ୍ୟ ଭାଷାରେ ଅନୁବାଦ :
The quality of being infinite. Without bound or limit.
boundlessness, infiniteness, infinitude, limitlessness, unboundedness