ଅର୍ଥ : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
							ଉଦାହରଣ : 
							ଦାଦା ଆବର୍ତ୍ତନର ଶିକାର ହେଲେ
							
ସମକକ୍ଷ : ରୋଗ ଓଲଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
							ଉଦାହରଣ : 
							ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
A single complete turn (axial or orbital).
The plane made three rotations before it crashed.ଅର୍ଥ : ଘୂରିବାର ପ୍ରକ୍ରିୟା
							ଉଦାହରଣ : 
							ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
							
ସମକକ୍ଷ : ଘୂର୍ଣ୍ଣନ
ଅନ୍ୟ ଭାଷାରେ ଅନୁବାଦ :
The act of rotating as if on an axis.
The rotation of the dancer kept time with the music.ଅର୍ଥ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
							ଉଦାହରଣ : 
							ବଲର ଆବର୍ତ୍ତନ ବହୁତ ତୀବ୍ର
							
ସମକକ୍ଷ : ଘୂର୍ଣ୍ଣନ
ଅନ୍ୟ ଭାଷାରେ ଅନୁବାଦ :