ଅର୍ଥ : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
							ଉଦାହରଣ : 
							ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
							
ସମକକ୍ଷ : ଦରଖାସ୍ତକାରୀ, ପ୍ରାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।ଅର୍ଥ : ଯେ ଆବଦନ କରିଛି
							ଉଦାହରଣ : 
							ଏହି ପଦ ନିମନ୍ତେ ଶହେ କୋଡ଼ିଏ ଜଣ ଆବେଦକ ଆବେଦନ ପତ୍ର ଦାଖଲ କରିଛନ୍ତି
							
ସମକକ୍ଷ : ଆବେଦନ କର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
वह जिसने आवेदन किया हो।
इस पद के लिए सैकड़ों आवेदकों ने आवेदन-पत्र भरा है।ଅର୍ଥ : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
							ଉଦାହରଣ : 
							ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
							
ସମକକ୍ଷ : ପ୍ରାର୍ଥନାକାରୀ, ପ୍ରାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
One praying humbly for something.
A suppliant for her favors.ଅର୍ଥ : ଯେ ଆବେଦନ କରିଛି
							ଉଦାହରଣ : 
							ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି
							
ସମକକ୍ଷ : ଆବେଦନକର୍ତ୍ତା, ଆବେଦନକାରୀ
ଅନ୍ୟ ଭାଷାରେ ଅନୁବାଦ :
जिसने आवेदन किया हो।
प्रबंधक ने आवेदक व्यक्तियों को आज साक्षात्कार के लिए बुलाया है।