ଅର୍ଥ : ଯେଉଁ ଆଧାର ବା ପାତ୍ରରେ ଆରତି ନିମନ୍ତେ ଦୀପ ଜଳା ଯାଏ
							ଉଦାହରଣ : 
							ଆରତି କରିବା ପୂର୍ବରୁ ପୂଜାରୀ ପ୍ରତିଦିନ ଭଲ ଭାବରେ ନିରଞ୍ଜନୀକୁ  ଧୋଇଥାନ୍ତି
							
ସମକକ୍ଷ : ଆରତିଦଣ୍ଡ, ଆଳତି, ଆଳତିଦଣ୍ଡ, ନିରଞ୍ଜନୀ
ଅନ୍ୟ ଭାଷାରେ ଅନୁବାଦ :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerଅର୍ଥ : ଆରତି କରିବା ସମୟରେ ଗାନ କରାଯାଉଥିବା ବା ପଢ଼ା ଯାଉଥିବା ଗୀତ
							ଉଦାହରଣ : 
							ସୀତା ଲୟରେ ଆରତି ଗାଉଛି
							
ଅନ୍ୟ ଭାଷାରେ ଅନୁବାଦ :