ଅର୍ଥ : ଯାହାର ଦୋଷାରୋପ କରାଯାଇଛି (ଅପରାଧ)
							ଉଦାହରଣ : 
							ତା ଉପରେ ଆରୋପିତ ଦୋଷାପରାଧ ମିଛ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲଗାଯାଇଥିବା ବା ରୋପଣ କରାଯାଇଥିବା
							ଉଦାହରଣ : 
							ସବୁ ରୋପିତ ଗଛ ବଞ୍ଚିଗଲା
							
ସମକକ୍ଷ : ରୋପାଯାଇଥିବା, ରୋପିତ, ଲଗାଯାଇଥିବା
ଅନ୍ୟ ଭାଷାରେ ଅନୁବାଦ :
Set in the soil for growth.
planted