ଅର୍ଥ : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
							ଉଦାହରଣ : 
							ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
							
ସମକକ୍ଷ : ସନ୍ତସନ୍ତିଆ ଅବସ୍ଥା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଓଦା ହେବାର କ୍ରିୟା ବା ଭାବ
							ଉଦାହରଣ : 
							ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା
							
ସମକକ୍ଷ : ଓଦା ପଣଅବସ୍ଥା, ସିକ୍ତତା