ଅର୍ଥ : ଆଷାଢ଼ ଶୁକ୍ଳ ପକ୍ଷର ଏକାଦଶୀ
							ଉଦାହରଣ : 
							ଦେବଶୟନଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ଶୋଇବା ଦିନ ବୋଲି ବିଚାର କରାଯାଏ
							
ସମକକ୍ଷ : ଦେବଶୟନଏକାଦଶୀ, ପଦ୍ମା ଏକାଦଶୀ, ଶୟନ, ଶୟନଏକାଦଶୀ
ଅନ୍ୟ ଭାଷାରେ ଅନୁବାଦ :
आषाढ़ के शुक्ल पक्ष की एकादशी।
शयनैकादशी को भगवान विष्णु के सोने का दिन माना जाता है।