ଅର୍ଥ : ଦୁଃଖ ବା ଉଦାସତା ସମୟରେ ନିଆଯାଉଥିବା ଥଣ୍ଡା ଶ୍ୱାସ
							ଉଦାହରଣ : 
							ଆହା! କହି ରାମୁ ନିଜର ରାମ କାହାଣୀ ଶୁଣାଇବାକୁ ଲାଗିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହର୍ଷ, ଉଲ୍ଲାସ ଆଦିର ସୂଚକ ଶବ୍ଦ
							ଉଦାହରଣ : 
							ଆହା ତୁମ ଫ୍ରକ କେତେ ସୁନ୍ଦର
							
ଅନ୍ୟ ଭାଷାରେ ଅନୁବାଦ :