ଅର୍ଥ : ପିଲାଙ୍କୁ ଦେଖାଶୁଣା କରୁଥିବା ସ୍ତ୍ରୀ
						 
						 
					
							ଉଦାହରଣ : 
							ଚାକିରିଆ ସ୍ତ୍ରୀଲୋକମାନେ ନିଜ ପିଲାମାନଙ୍କୁ ଦେଖାଶୁଣା କରିବାପାଇଁ ଆୟା ରଖୁଛନ୍ତି
							
					
							ସମକକ୍ଷ : 
							ଧାଈ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												बच्चे की देखभाल करने व खेलाने वाली दासी।
												कामकाजी महिलाएँ अपने बच्चों की देख-रेख के लिए दाई रख लेती हैं।
														
													दाई