ଅର୍ଥ : ଯେଉଁ ଶାସ୍ତ୍ରରେ ଐତିହାସିକ ଘଟଣା ବିଷୟରେ ଅଧ୍ୟୟନ କରାଯାଏ
							ଉଦାହରଣ : 
							ଇତିହାସ ମୋର ପ୍ରିୟ ବିଷୟ
							
ସମକକ୍ଷ : ଇତିହାସ ଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह शास्त्र जिसमें इतिहास की घटनाओं आदि का अध्ययन किया जाता है।
इतिहास मेरा प्रिय विषय है।The discipline that records and interprets past events involving human beings.
He teaches Medieval history.ଅର୍ଥ : ବିତି ଯଇଥିବା ପ୍ରସିଦ୍ଧ ଘଟଣା ସବୁ ଏବଂ ଏହା ସହ ସମ୍ବନ୍ଧିତ ଜୀବମାନଙ୍କ କାଳକ୍ରମ ଅନୁଯାୟୀ ବର୍ଣ୍ଣନା
							ଉଦାହରଣ : 
							ସେ ପ୍ରାଚୀନ ଇତିହାସ ପଢ଼ୁଛି
							
ସମକକ୍ଷ : ଅତୀତକଥା, ଇତିବୃତ୍ତ, ପୂର୍ବବୃତ୍ତ
ଅନ୍ୟ ଭାଷାରେ ଅନୁବାଦ :