ଅର୍ଥ : ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
							ଉଦାହରଣ : 
							ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
							
ଅନ୍ୟ ଭାଷାରେ ଅନୁବାଦ :