ଅର୍ଥ : ଲେଖିବା ଯୋଗ୍ୟ
							ଉଦାହରଣ : 
							ଉଲ୍ଲେଖନୀୟ ଘଟଣା ହିଁ ଇତିହାସ ତିଆରି କରେ
							
ସମକକ୍ଷ : ଉଲ୍ଲେଖଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଲ୍ଲେଖ କରିବା ଯୋଗ୍ୟ
							ଉଦାହରଣ : 
							ତାଙ୍କର ଚରିତ୍ର ଉଲ୍ଲେଖନୀୟ
							
ସମକକ୍ଷ : ଉଲ୍ଲେଖଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :