ଅର୍ଥ : ଋଣହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ପ୍ରତ୍ୟେକ ଖର୍ଚ୍ଚରେ ମୁଁ ଋଣୀ ହେବିନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଋଣ ନେଇଥିବା ବ୍ୟକ୍ତି
							ଉଦାହରଣ : 
							ବ୍ୟାଙ୍କ ପୁରୁଣା ଋଣକର୍ତ୍ତା ମାନଙ୍କୁ ଶୀଘ୍ର ଋଣ ପରିଶୋଧ କରିବା ପାଇଁ ନୋଟିସ୍ ଦେଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଋଣ ନେଇଛି
							ଉଦାହରଣ : 
							ବ୍ୟାଙ୍କ ଋଣୀ ବ୍ୟକ୍ତିମାନଙ୍କୁ ଶୀଘ୍ରଶୀଘ୍ର ଋଣ ଜମା କରିବା ନିମନ୍ତେ କହିଛି
							
ଅନ୍ୟ ଭାଷାରେ ଅନୁବାଦ :