ଅର୍ଥ : କରଜର ଯେଉଁ ବ୍ୟବସ୍ଥାରେ ମୂଳଧନର ଏକଚତୁର୍ଥାଂଶ ଦେବାକୁ ପଡିଥାଏ
							ଉଦାହରଣ : 
							ମହାଜନ ଏକଚତୁର୍ଥାଂଶ ସୁଧରେ କରଜ ଦେଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁଆଦିର ଚାରି ଭାଗରୁ ଏକ ଭାଗ
							ଉଦାହରଣ : 
							ଏହି କାମର ଏକଚତୁର୍ଥାଂଶ ହୋଇଯାଇଛି
							
ସମକକ୍ଷ : ଏକଚଉଥ, ଚାରିଭାଗରୁଭାଗେ
ଅନ୍ୟ ଭାଷାରେ ଅନୁବାଦ :
One of four equal parts.
A quarter of a pound.