ଅର୍ଥ : ଗୋଟିଏ କଣ୍ଟାଳିଆ ଗଛ ଯେଉଁଥିରେ ଗୋଲାକାରର କଷାଳିଆ ଓ ଖଟା ଫଳ ଧରିଥାଏ
							ଉଦାହରଣ : 
							ଏହି ବଣରେ  କଇଥର ଆଧିକ୍ୟ ଅଛି
							
ସମକକ୍ଷ : କଇଥ ଗଛ, କପିତ୍ଥ, କପିତ୍ଥ ବୃକ୍ଷ
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeଅର୍ଥ : ଉପରେ ଟାଣ ଏବଂ ଭିତରେ ନରମ ହୋଇଥିବା ବେଲ ଆକାରର ଗୋଟିଏ କଷାଳିଆ ଏବଂ ଖଟା ଫଳ
							ଉଦାହରଣ : 
							ମାଆ କଇଥ ଚଟଣି ତିଆରି କରୁଛନ୍ତି
							
ସମକକ୍ଷ : କପିତ୍ଥ
ଅନ୍ୟ ଭାଷାରେ ଅନୁବାଦ :