ଅର୍ଥ : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
							ଉଦାହରଣ : 
							ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
							
ସମକକ୍ଷ : ଗଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
							ଉଦାହରଣ : 
							ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
							
ସମକକ୍ଷ : ଗଳା
ଅନ୍ୟ ଭାଷାରେ ଅନୁବାଦ :