ଅର୍ଥ : ବହୁତ କମ୍ ମାତ୍ରାରେ
							ଉଦାହରଣ : 
							ଦୁଷ୍ଟମାନେ ମରିବାରେ ମୋତେ ତିଳେମାତ୍ର ବି ଶୋକ ହୁଏନାହିଁ
							
ସମକକ୍ଷ : ତିଳେମାତ୍ର, ନାମମାତ୍ର, ଲେଶମାତ୍ର
ଅନ୍ୟ ଭାଷାରେ ଅନୁବାଦ :
In the slightest degree or in any respect.
Are you at all interested? No, not at all.