ଅର୍ଥ : କର ବା ଖେଇର ଛାଡ଼ ବା ନନେବା
							ଉଦାହରଣ : 
							କର ଛାଡ଼ ଯୋଗୁଁ କୃଷକଙ୍କୁ ଅନେକ ସାହାଯ୍ୟ ମିଳିଲା
							
ସମକକ୍ଷ : କର ଛାଡ଼
ଅନ୍ୟ ଭାଷାରେ ଅନୁବାଦ :
कर या लगान की माफी या छूट।
कर माफी से किसानों को काफी राहत मिली है।ଅର୍ଥ : ଯାହା ଉପରେ କର ଲାଗେନାହିଁ
							ଉଦାହରଣ : 
							ଦୋକାନୀ କର ମୁକ୍ତ ଖାଦ୍ୟ ବସ୍ତୁମାନଙ୍କର ଏକ ଚିଠା ତିଆରି କରୁଛି
							
ସମକକ୍ଷ : ନିଃଶୁଳ୍କ, ଶୁଳ୍କ ମୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
जिसका या जिसपर कर या महसूल न लगता हो।
दुकानदार अकर खाद्य वस्तुओं की एक सूची बना रहा है।