ଅର୍ଥ : ଶିରାଶିରା ଓ ଲମ୍ବାଳିଆ ହୋଇଥିବା ଏକ ଖଟାଳିଆ ଫଳ
							ଉଦାହରଣ : 
							ଆମ ସ୍କୁଲ ପାଖରେ ଜଣେ ବୁଢ଼ୀ କରମଙ୍ଗା ବିକ୍ରିକରୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
Deeply ridged yellow-brown tropical fruit. Used raw as a vegetable or in salad or when fully ripe as a dessert.
carambola, star fruit