ଅର୍ଥ : ଯେ ଝଗଡ଼ା କରୁଥାଏ
							ଉଦାହରଣ : 
							ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
							
ସମକକ୍ଷ : କଳିକାଣ୍ଡେଇ, କଳିକାରୀ, ଝଗଡ଼ାକାରୀ, ବିବାଦକାରୀ, ବିବାଦୀ
ଅନ୍ୟ ଭାଷାରେ ଅନୁବାଦ :
Given to or characterized by argument.
An argumentative discourse.ଅର୍ଥ : ସବୁବେଳେ କଳି କରୁଥିବା ଲୋକ
							ଉଦାହରଣ : 
							କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
							
ସମକକ୍ଷ : କଳହକାରୀ, କଳହପ୍ରିୟ, କଳିହୁଡ଼ା, ଝଗଡ଼ା କରୁଥିବା, ଝଗଡ଼ାଳୁ
ଅନ୍ୟ ଭାଷାରେ ଅନୁବାଦ :