ଅର୍ଥ : ଯେ କାନ୍ଦିବା ଅବସ୍ଥାରେ ଥାଏ ବା ଦେଖିଲେ ଏମିତି ଲାଗେ କି ଯେ ସେ ଏବେ କାନ୍ଦି ପକେଇବ
							ଉଦାହରଣ : 
							ତା କଥା ଶୁଣୁଶୁଣୁ ହିଁ ଶ୍ୟାମର ଚେହେରା କାନ୍ଦକାନ୍ଦ ହୋଇଗଲା  ତାର କାନ୍ଦୁରା ଚେହେରା ଦେଖି ମୋର ଦୟା ଆସିଲା
							
ସମକକ୍ଷ : କାନ୍ଦକାନ୍ଦ
ଅନ୍ୟ ଭାଷାରେ ଅନୁବାଦ :
Liable to weep easily.
weepy