ଅର୍ଥ : ଯେ ସବୁବେଳେ କଇଁକଇଁ କାନ୍ଦୁଥାଏ
							ଉଦାହରଣ : 
							କାନ୍ଦୁରା ପିଲାଟି କଥାକଥାରେ କଇଁକଇଁହୋଇ କାନ୍ଦୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
A person given to excessive complaints and crying and whining.
bellyacher, complainer, crybaby, grumbler, moaner, sniveller, squawker, whiner