ଅର୍ଥ : ଧର୍ମର ଆଡ଼ମ୍ବର ଆଳରେ ସ୍ୱାର୍ଥ ସାଧନ କରୁଥିବା ଲୋକ
							ଉଦାହରଣ : 
							ଠକ ଭଣ୍ଡ ବାବା ଚକ୍କରରେ ପଡ଼ି ମୋହିନୀ ବହୁତ ପଶ୍ଚାତାପ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଂସ ଆଦି ଖାଉଥିବା ଶୈବମତାବଲମ୍ବୀ ତାନ୍ତ୍ରିକ ସାଧୁ
							ଉଦାହରଣ : 
							କାପାଳିକ ନିଜ ହାତରେ ମଣିଷର ଖପୁରି ଧରିଥାନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
शैवमत का तांत्रिक साधु जो मांस आदि खाता है।
कापालिक अपने हाथ में मनुष्य का कपाल लिए रहते हैं।