ଅର୍ଥ : ଦକ୍ଷିଣ ଭାରତରେ ପ୍ରବାହିତ ହେଉଥିବା ଏକ ନଦୀ
							ଉଦାହରଣ : 
							କାବେରୀ ନଦୀର ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ବିବାଦ ଘନୀଭୂତ ହୋଇଛି
							
ସମକକ୍ଷ : କାବେରୀ
ଅନ୍ୟ ଭାଷାରେ ଅନୁବାଦ :
दक्षिण भारत में बहनेवाली एक नदी।
कावेरी नदी के जल को लेकर कर्नाटक और तमिलनाडु में विवाद गहराया।