ଅର୍ଥ : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
							ଉଦାହରଣ : 
							ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
Someone who patronizes prostitutes.
wencherଅର୍ଥ : ଯାହାଠାରେ କାମବାସନା ଅଛି
							ଉଦାହରଣ : 
							ସେ ଏକ ଲମ୍ପଟ ବ୍ୟକ୍ତି
							
ସମକକ୍ଷ : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, ଲମ୍ପଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ବ୍ୟଭିଚାର କରେ
							ଉଦାହରଣ : 
							ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
							
ସମକକ୍ଷ : ଚରିତ୍ରହୀନ, ଦୁଶ୍ଚରିତ୍ର, ବ୍ୟଭିଚାରୀ
ଅନ୍ୟ ଭାଷାରେ ଅନୁବାଦ :
Not faithful to a spouse or lover.
Adulterous husbands and wives.