ଅର୍ଥ : ଦାନ୍ତଆଦିରେ କାଟିହୋଇ କ୍ଷତ ବା ଘା’ ହେବା
							ଉଦାହରଣ : 
							ଶୋଇଲାବେଳେ ରାମକୁ ବହୁତ ମଶା କାମୁଡ଼ିଲେ
							
ଅନ୍ୟ ଭାଷାରେ ଅନୁବାଦ :
To grip, cut off, or tear with or as if with the teeth or jaws.
Gunny invariably tried to bite her.ଅର୍ଥ : ବିଷଧର ପୋକ ଓ ଜୀବ ଜନ୍ତୁ ଆଦି ଦାନ୍ତରେ କାମୁଡ଼ିବା
							ଉଦାହରଣ : 
							କୃଷକକୁ ବିଲରେ ସାପ ଚୋଟ ମାରିଦେଲା
							
ସମକକ୍ଷ : ଚୋଟ ମାରିବା, ଦଂଶନ କରିବା
ଅନ୍ୟ ଭାଷାରେ ଅନୁବାଦ :