ଅର୍ଥ : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ
							ଉଦାହରଣ : 
							ମୋହନ ଏହି କାରଖାନାରେ କାମ କରେ
							
ସମକକ୍ଷ : ଫ୍ୟାକ୍ଟରୀ, ଯନ୍ତ୍ରଶାଳା
ଅନ୍ୟ ଭାଷାରେ ଅନୁବାଦ :
Workshop where metal is cut and shaped etc., by machine tools.
machine shopଅର୍ଥ : ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
							ଉଦାହରଣ : 
							ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Buildings for carrying on industrial labor.
They built a large plant to manufacture automobiles.