ଅର୍ଥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
							ଉଦାହରଣ : 
							ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
							
ସମକକ୍ଷ : ଅମର, ଅମର୍ତ୍ୟ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
ଅନ୍ୟ ଭାଷାରେ ଅନୁବାଦ :
Not subject to death.
immortal