ଅର୍ଥ : ଜଣେ ପୌରାଣିକ ଋଷି
							ଉଦାହରଣ : 
							ଥରେ ଆତ୍ମହତ୍ୟା କରିବାକୁ ଯାଉଥିବା କାଶ୍ୟପ ଋଷିଙ୍କୁ ଇନ୍ଦ୍ର ଅଟକାଇଥିଲେ
							
ସମକକ୍ଷ : କାଶ୍ୟପ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sageଅର୍ଥ : ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟଙ୍କ ସାରଥୀ ଥିବା ଦେବତା
							ଉଦାହରଣ : 
							ଅରୁଣ ହେଉଛନ୍ତି କଶ୍ୟପ ମୁନିଙ୍କ ପୁଅ
							
ସମକକ୍ଷ : ଅରୁଣ
ଅନ୍ୟ ଭାଷାରେ ଅନୁବାଦ :
A deity worshipped by the Hindus.
hindu deity