ଅର୍ଥ : ଯାହାଙ୍କୁ ଲୋକେ ଖରାପ କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି
							ଉଦାହରଣ : 
							ବୀରପ୍ପନ ଜଣେ କୁଖ୍ୟାତ ଅପରାଧୀ  ସେ ନିଜ କାମ ଯୋଗୁଁ ସମାଜରେ ବଦନାମ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
जिसे लोग बुरा कहते हों या जिसे कुख्याति मिली हो।
वीरप्पन एक कुख्यात अपराधी है।