ଅର୍ଥ : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା
							ଉଦାହରଣ : 
							ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି
							
ସମକକ୍ଷ : ଛେଚିବା
ଅନ୍ୟ ଭାଷାରେ ଅନୁବାଦ :
किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।
भाभी हल्दी कूट रही है।Break up into small pieces for food preparation.
Bruise the berries with a wooden spoon and strain them.ଅର୍ଥ : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
							ଉଦାହରଣ : 
							ସିପାହୀ ଚୋରକୁ ବହୁତ କୁଟୁଛି
							
ଅନ୍ୟ ଭାଷାରେ ଅନୁବାଦ :
हाथ, पैर आदि से लगातार मारना।
सिपाही चोर को खूब कूट रहा है।ଅର୍ଥ : ଶିଳ, ଘୋରଣା ଆଦିକୁ ଛେଣିରେ ଆବୁଡ଼ା ଖାବୁଡ଼ା କରିବା
							ଉଦାହରଣ : 
							ଶିଳ ଶିଳପୁଆ ଚିକ୍କଣିଆ ହୋଇଗଲେ ତାକୁ ସମୟସମୟରେ କୁଟାଯାଏ
							
ସମକକ୍ଷ : ଆବୁଡ଼ା ଖାବୁଡ଼ା କରିବା
ଅନ୍ୟ ଭାଷାରେ ଅନୁବାଦ :