ଅର୍ଥ : ମଳତ୍ୟାଗ କରିବାପାଇଁ ପେଟର ବାୟୁକୁ ତଳକୁ ଚାପିବା
							ଉଦାହରଣ : 
							କୋଷ୍ଟକାଷ୍ଠିନ୍ୟ ରୋଗୀ ଅଧିକ କୁନ୍ଥାନ୍ତି
							
ସମକକ୍ଷ : କୁନ୍ଥନ କରିବା, କୁନ୍ଥାଣ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଷ୍ଟହେତୁ ମୁହଁରୁ ବ୍ୟଥାପୂର୍ଣ୍ଣ ଶବ୍ଦ ବାହାରିବା
							ଉଦାହରଣ : 
							ସେ ଖଟରେ ପଡ଼ିରହି କୁନ୍ଥାଉଥିଲା
							
ସମକକ୍ଷ : ଆହା ଉହୁ କରିବା, ଉହୁ ଆହା କରିବା, କୁନ୍ଥେଇବା
ଅନ୍ୟ ଭାଷାରେ ଅନୁବାଦ :
कष्ट आदि में मुँह से व्यथासूचक शब्द निकलना या निकालना।
वह खाट पर पड़े-पड़े कराह रहा था।