ଅର୍ଥ : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
							ଉଦାହରଣ : 
							ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
							
ସମକକ୍ଷ : ଅଭିଆଡ଼ୀ ଝିଅ, ନବଯୁବତୀ, ବାଡ଼ୁଅଝିଅ, ବଢ଼ିଲାଝିଅ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
							ଉଦାହରଣ : 
							ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
							
ସମକକ୍ଷ : କୁଆଁରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
							ଉଦାହରଣ : 
							ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
							
ସମକକ୍ଷ : ଅବିବାହିତ ନାରୀ, ଅବିବାହିତା, କୁଆଁରୀ
ଅନ୍ୟ ଭାଷାରେ ଅନୁବାଦ :